ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପର୍ଯ୍ୟନ୍ତ ଗଲାଣି ୧୧୦୦ରୁ ଅଧିକ ଲୋକଙ୍କ ଜୀବନ । ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ ବାୟୁସେନା ତୁହାକୁ ତୁହା ବୋମାମାଡ଼ ଜାରି ରଖିଛି । ଲେବନାନର ଇସଲାମିକ ସଂଗଠନ ହେଜବୁଲ୍ଲା ଇସ୍ରାଏଲ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରିଛି । ହମାସ ଆକ୍ରମଣରେ ଇସ୍ରାଏଲରେ ୭୦୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ୬୦ରୁ ଅଧିକ ସେନା ଅଧିକାରୀ ରହିଛନ୍ତି । ସେହିପରି ଗାଜାରେ ୪ଶହ ଜଣଙ୍କର ମୃତ୍ୟୁ ଘଟିଛି । ୧ ଲକ୍ଷରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ସେପଟେ ଶତାଧିକ ସଖ୍ୟାରେ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ରଖିଛନ୍ତି ହମାସ ଆତଙ୍କୀ ।
Related Posts
ପାକିସ୍ତାନରେ ଗୀତା ଭାଗବତ ପାଠ
ହିନ୍ଦୁ ଓ ସନାତନ ଧର୍ମ ପ୍ରତି ସବୁବେଳେ ବିଷ ଓଗାଳୁଥିବା ପାକିସ୍ତାନରେ ଆରମ୍ଭ ହୋଇଛି ସଂସ୍କୃତ ପାଠଶାଳା। ଲାହୋର ୟୁନିଭରସିଟି…
ମିର୍ଜା ଫକରୁଲ ଇସଲାମ ଆଲମଗିର ବାଂଲାଦେଶର ନୂଆ ରାଷ୍ଟ୍ରପତି
ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର ବରିଷ୍ଠ ନେତା ମିର୍ଜା ଫକରୁଲ ଇସଲାମ ଆଲମଗିର ବାଂଲାଦେଶର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।…
ରଡ୍ରିଗ୍ସଙ୍କୁ ବିବାହ କଲେ ରୋନାଲ୍ଡୋ
ପର୍ତ୍ତୁଗିଜ୍ର ତାରକା ଫୁଟ୍ବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ବହୁଦିନର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ଆନୁଷ୍ଠାନିକ ଭାବେ ଜୀବନସାଥୀ କରିଛନ୍ତି। ମଙ୍ଗଳବାର କାସାଇସ୍ରେ…

