ଇସ୍ରାଏଲରେ ଫସିଯାଇଥିଲେ ନୁସରତ୍‌

ଇସ୍ରାଏଲରୁ ଫେରିଲେ ଅଭିନେତ୍ରୀ ନୁସରତ ଭରୁଚା ଏକ ଫିଲ୍ମ ଫେଷ୍ଟିଭାଲ ପାଇଁ ଇସ୍ରାଏଲ ଯାଇଥିଲେ ନୁସରତ୍‌ ।  ସ୍ୱତନ୍ତ୍ର ବିମାନ ଯୋଗେ ଆସି ସେ ମୁମ୍ବାଇରେ ପହଞ୍ଚିଛନ୍ତି। ଇସ୍ରାଏଲରେ ଯୁଦ୍ଧ ଲାଗି ରହିଥିବା ବେଳେ ନୁସରତ ସେଠାରେ ଫସି ରହିଥିଲେ। ଏଭଳି ସ୍ଥିତିରେ ସେ ମୁମ୍ବାଇ ସୁରକ୍ଷିତ ଭାବେ ଫେରି ଆସିଛନ୍ତି।

 

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!