ବ୍ଲକବଷ୍ଟର ମୁଭି `RRR’ର ଆସିବ ସିକ୍ବେଲ

ଖୁବଶୀଘ୍ର ଆସିବାକୁ ଯାଉଛି ମୁଭି ଆରଆରଆରର ସିକ୍ୱେଲ ।ଡିରେକ୍ଟର ଏସଏସ ରାଜାମୌଳିଙ୍କ ପିତା ତଥା ଆରଆରଆର ଫିଲ୍ମର ରାଇଟର ବିଜେନ୍ଦ୍ର ପ୍ରସାଦ କନଫର୍ମ କରିଛନ୍ତି କି ସେ ରାମ ଚରଣ ଓ ଜୁନିୟର ଏନଟିଆର ଷ୍ଟାରର ମୁଭି ଆରଆରଆରର ସିକ୍ୱେଲ ଆଣିବେ । ଏହି ଫିଲ୍ମ ବହୁ ମାତ୍ରାରେ ହିଟ୍‌ କରିଥିଲା । ତେବେ ଫିଲ୍ମର ପାର୍ଟ ଆସିବାକୁ ନେଇ ଏକ୍ସାଇଟେଡ ଅଛନ୍ତି ଫ୍ୟାନ । ତେବେ ଶୁଣିବାକୁ ମିଳୁଛି ଆରଆରଆର ୨ରେ ଷ୍ଟୋରୀ ଲାଇନ ସମ୍ପୂର୍ଣ୍ଣ ଅଲଗା ହେବ। ମୁଭିର ନିର୍ଦ୍ଦେଶନା ରାଜାମୌଲି ଅଥବା କେହି ହଲିଉଡ ଡିରେକ୍ଟର ଦେଇପାରିନ୍ତି । ଏଯାଏ କୌଣସି କନଫର୍ମମେଶନ କରାଯାଇନାହିଁ ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!