ପୁଣି ଏକାଠି ନଜର ଆସିବେ କିଆରା-କାର୍ତ୍ତିକ

ରିଲିଜ ହେଲା କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀଙ୍କ ଅପକମିଂ ଫିଲ୍ମ ସତ୍ୟ ପ୍ରେମ କି କଥାର ଟିଜର୍ । ପିଲ୍ମରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସବେ କିଆର ଓ କାର୍ତ୍ତିକ । ଏକ ଖଟାମିଠା ଲଭଷ୍ଟୋରୀକୁ ନେଇ ଦର୍ଶାୟାଇଛି । ମୁଭିରେ କାର୍ତ୍ତିକ ସତ୍ୟପ୍ରେମ କ୍ୟାରେକ୍ଟରରେ ନଜର ଆସିଥିବା ବେଳେ କିଆରଙ୍କୁ କାଥା କ୍ୟାରେକ୍ଟରେ ଦର୍ଶକ ଦେଖିବାକୁ ଫାଇଛନ୍ତି । ତେବେ ଟିଜର ରିଲିଜ ହେବାପରେ ଏହାକୁ ଦର୍ଶକ ପସନ୍ଦ କରିଛନ୍ତି ।ମୁଭିର ପ୍ରଯୋଜନା ଭାର ତୁଲାଇଛନ୍ତି ସାଜିଦ୍ ନଦିଓ୍ବାଦଓ୍ବାଲା । ଫିଲ୍ମଟି ଆସନ୍ତା ମାସ ତଥା ଜୁନ ୨୩ରେ ପରଦାରେ ହିଟ କରିବ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!