ଆସୁଛି ବଲିଉଡ ଆକ୍ଟର ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ବାସ୍ । ଯେଉଁଥିରେ ପ୍ରଥମ ଥର ଅଜୟ ଦେବଗନଙ୍କ ସହ ଆର୍ ମାଧବନ୍ ନଜର ଆସିବେ । ବାସ୍ ଗୁଜୁରାଟୀ ଫିଲ୍ମର ରିମେକ ଅଟେ ଯାହାକି ଏକ ସୁପରନାଚୁରାଲ ଥ୍ରିଲର। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଡିରେକ୍ଟର ବିକାଶ ଭଲ୍ । ତେବେ ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ । ମୁମ୍ବାଇ, ମଇଶୂର ଓ ଲଣ୍ଡନରେ ଫିଲ୍ମର ସୁଟିଂ ହେବ ବୋଲି ଶୁଣାଯାଉଛି ।

