ଦମଦାର ଡ୍ୟାନ୍ସରେ ମତୁଆଲା କରୁଛନ୍ତି ସାଉଥ ଆକଟ୍ରେସ ତମ୍ମନା ଭାଟ୍ଟିଆ । ତମନ୍ନା ଭାଟିଆ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ତାଙ୍କ ଅପକମିଂ ଫିଲ୍ମ ‘ଜେଲର’କୁ ନେଇ ବର୍ତ୍ତମାନ ଲାଇମଲାଇଟରେ ଅଛନ୍ତି । ନିକଟରେ ରିଲିଜ ହୋଇଥିବା ଗୀତ କାଭାଲାକୁ ନେଇ ଏବେ ସେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଟ୍ରେଣ୍ଟରେ ରହିଛି ତମ୍ମନାଙ୍କ କାଭାଲା ସଙ୍ଗ । ତମ୍ମନା ଓ ରଜନୀକାନ୍ତ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ।

