ତେଜସ୍ ପରେ ସୂରଜ । ପୁଣି ଆଉ ଏକ ଚିତା ବାଘ ସୂରଜର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଥିବା ଚିତା ବାଘ ସୁରଜର ମୃ୍ତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ । କୁନୋରେ ଚିତା ମୃତ୍ୟୁ କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୮ଟି ଚିତାଙ୍କର ଜୀବନ ଗଲାଣି ଯାହା ଚିନ୍ତାର ବିଷୟ ପାଲଟିଛି । ୩ ଦିନ ପୂର୍ବରୁ ହିଁ ଆଫ୍ରିକାରୁ ଆସିଥିବା ଚିତା ବାଘ ତେଜସର ମୃ୍ତ୍ୟୁ ହୋଇଥିଲା ।
Related Posts
ଏଲପିଜି ଧରି ଷ୍ଟ୍ରେଟ୍ ଅଫ୍ ହର୍ମୁଜରୁ ସୁରକ୍ଷିତ ବାହାରିଲେ ‘ଶିବାଲିକ୍’ ଓ ‘ନନ୍ଦା ଦେବୀ’
ଦେଶରେ ଗ୍ୟାସ୍ ଅଭାବକୁ ନେଇ ଗୁଜବ ଭିତରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ଆସିଛି ଆଶ୍ୱସ୍ତିଜନକ ଖବର। ସରକାର ସ୍ପଷ୍ଟ କରିଛନ୍ତି…
କଟକଣା ହଟାଇଲେ କେନ୍ଦ୍ର ସରକାର: ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଶୀକୁ ଯାଇ ପାରିବେ ନାହିଁ
୫ମ ଓ ୮ମ ଶ୍ରେଣୀରେ ରହିଥିବା ଫେଲ୍ ନ ହେବା କଟକଣାକୁ ଆଜି ସରକାର ହଟାଇ ଦେଇଛନ୍ତି। ଯେଉଁ ପିଲାମାନେ ବାର୍ଷିକ…
ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ । ୫ ନୂଆ ବିଚାରପତି ହେଲେ ଜଷ୍ଟିସ ପଙ୍କଜ ମିତଲ, ଜଷ୍ଟିସ…

