ମୋଦୀଙ୍କୁ `ଲିଜ୍‌ ଅଫ୍‌ ଅନର’ ସମ୍ମାନ

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସର ଜାତୀୟ ଦିବସ ‘ବାଷ୍ଟିଲ ଦିବସ’ ସମାରୋହରେ ମୋଦିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛିଥିଲା । ତେବେ ମୋଦୀଙ୍କୁ ଲିଜ୍‌ ଅଫ୍‌ ଅନରରେ ସମ୍ମାନିତ କରିଛି ଫ୍ରାନ୍ସ । ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ। ଲିଜନ୍‌ ଅଫ୍‌ ଅନର ବିଶ୍ୱର ବଛା ବଛା ପ୍ରମୁଖ ନେତା ଏବଂ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଛି।ଏହି ସମ୍ମାନ ପାଇ ପିଏମ୍‌ ମୋଦି ସମଗ୍ର ଦେଶ ତରଫରୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Post Views120 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!