ପ୍ରଭାସଙ୍କର ଆସୁଛି ବିଗ୍ ବଜେଟ ପିଲ୍ମ `ପ୍ରୋଜେକ୍ଟ କେ’ ।ଏହି ମୁଭିରେ ଅଶ୍ବିନୀ ନାଗ ନିର୍ଦ୍ଦେଶନା ଦେଉଥିବାବେଳେ ପ୍ରଭାସଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଏବଂ ଦିଶା ପାଟନୀଙ୍କ ଭଳି ନାମୀଦାମୀ ଆକ୍ଟର ନଜର ଆସିବେ।ଏହି ଫିଲ୍ମର ପ୍ରମୋସନ ଆରମ୍ଭ ହୋଇସାରିଛି | ନିକଟରେ ଟିଜର ରିଲିଜ ହେବା ନେଇ ଘୋଷଣା ହୋଇଛି । ଆସନ୍ତା ଜୁଲାଇ ୨୧ରେ ଫାଷ୍ଟ ଲୁଟ୍ ହିଟ୍ କରିବାକୁ ଯାଉଛି । ତେବେ ଏବେ ଅପେକ୍ଷା କେବଳ ରିଲଜ ଡେଟକୁ ।

