‘ସତ୍ୟପ୍ରେମ କି କଥା’ର ଟ୍ରେଲର ରିଲିଜ୍

ରିଲିଜ ହେଲା ସତ୍ୟପ୍ରେମ କି କଥାର ଟ୍ରେଲର । ଏହି ମୁଭି ହେଉଛି କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି । ମୁଭିରେ ଉଭୟଙ୍କ ଯୋଡିକୁ ଦ୍ୱିତୀୟ ଥର ପାଇଁ ବଡ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମଟି ୨୯ ଜୁନ ୨୦୨୩ରେ ରିଲିଜ ହେବାକୁ ଯାଉଛି। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସମିର ବିଦ୍ୱାଂସ। ଫିଲ୍ମରେ କାର୍ତ୍ତିକ ଓ କିଆରାଙ୍କ ବ୍ୟତୀତ ଗଜରାଜ ରାଓ ଓ ସୁପ୍ରିୟା ପାଠକଙ୍କ ଭଳି କଳାକାର ଲିଡ ରୋଲରେ ନଜର ଆସିବେ। ଏହାପୂର୍ବରୁ ‘ଭୁଲ-ଭୁଲୈୟା ୨’ରେ ଉଭୟଙ୍କ ଯୋଡିକୁ ଦର୍ଶକେ ବେଶ ପସନ୍ଦ କରିଥିଲେ।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!