ଭୟଙ୍କର ବାତ୍ୟାରେ ପରିଣତ ହେଉଛି ‘ବିପର୍ଯ୍ୟୟ’

ଅତି ଭୟଙ୍କର ବାତ୍ୟାରେ ପରିଣତ ହେଉଛି ବାତ୍ୟା ବିପର୍ଯ୍ୟୟ । ଆରବ ସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ଉତ୍ତର ପଶ୍ଚିମ ଦିଗରେ ପାକିସ୍ତାନ ଆଡକୁ ଗତି କରୁଥିବା ସୂଚନା ମିଳିଛି । ବାତ୍ୟା ପ୍ରଭାବରେ ଘଣ୍ଟାପ୍ରତି 170 କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି । ଆସନ୍ତା 8ରୁ 10 ତାରିଖ ଯାଏ ଏହାର ପ୍ରଭାବ ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପରେ ପଡିବା ଆଶଙ୍କା ରହିଛି । ଏହାସହ ଆସନ୍ତା 10 ତାରିଖ ଯାଏ ସମୁଦ୍ର ଭିତରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ବାଂଲାଦେଶର ନାମକରଣ ଅନୁସାରେ ଚଳିତ ଥରର ଏହି ବାତ୍ୟାର ନାମ ରହିଛି ବିପର୍ଯ୍ୟୟ ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!