ପୁଣି ବୋରଓ୍ବେଲରେ ଅଘଟଣ, ୨୦୦ ଫୁଟ ବୋରଓ୍ବେଲରେ ଖସିପଡିଲା ଶିଶୁ

ପୁଣି ବୋରଓ୍ବେଲ ଅଘଟଣ । ୨୦୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡିଲା 3 ବର୍ଷ ବୟସ୍କ ସୃଷ୍ଟି । ୨୦ ଘଣ୍ଟା ଧରି ରେସ୍କ୍ୟୁ ଅପରେସନ ଜାରି ରହିଛି ।ଉଦ୍ଧାର ପାଇଁ ଏନଡିଆରଏଫ ଓ ଏସଡିଆରଏଫ ବାହିନୀର ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି । ଶିଶୁଟି ମଧ୍ୟପ୍ରଦେଶ ସିହୋରର ଅଞ୍ଚଳର । ଜେସିବି ମେସିନ ସାହାଯ୍ୟରେ ଗର୍ତ୍ତ ପାର୍ଶ୍ବରେ ଖନନ ଜାରି ରହିଥିବା ବେଳେ ଭାଇବ୍ରେସନ ଯୋଗୁ ଶିଶୁ କନ୍ୟା ତଳକୁ ଖସି ଯାଉଥିବା ସୂଚନା ମିଳିଛି । ପାଇପ ଯୋଗେ ସୃଷ୍ଟିକୁ ଅକ୍ସିଜେନ ସପ୍ଲାଏ କରାଯାଉଛି ।

Post Views71 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!