୭୧୭ଟି ଦୋକାନକୁ ଚିହ୍ନଟ କରି ହଟାଇବେ ବିଜୟ

ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ ଦ୍ୱାରା ପରିଚାଳିତ ମୋଟ ୪,୭୬୫ଟି ଦୋକାନ ମଧ୍ୟରୁ ଯାଞ୍ଚ ପରେ ଏହି ୭୧୭ଟି ଦୋକାନକୁ ଚିହ୍ନଟ କରାଯାଇଛି। ସରକାରୀ ବିବୃତ୍ତି ଅନୁଯାୟୀ, ବନ୍ଦ ହେବାକୁ ଥିବା ଦୋକାନଗୁଡ଼ିକ ମଧ୍ୟରୁ ୨୭୬ଟି ଉପାସନା ସ୍ଥଳ ନିକଟରେ, ୧୮୬ଟି ଶିକ୍ଷାନୁଷ୍ଠାନ ନିକଟରେ ଏବଂ ୨୫୫ଟି ବସଷ୍ଟାଣ୍ଡ ନିକଟରେ ଅବସ୍ଥିତ।

ନିଜର ନିର୍ବାଚନୀ ଇସ୍ତାହାରରେ ଟିଭିକେ (ତାମିଲଗା ଭେଟ୍ରି କାଜଗମ୍) ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ବିଜୟଙ୍କ ଏହି ନିଷ୍ପତ୍ତିକୁ ନେଇ ବର୍ତ୍ତମାନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି।ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ ଦ୍ୱାରା ପରିଚାଳିତ ମୋଟ ୪,୭୬୫ଟି ଦୋକାନ ମଧ୍ୟରୁ ଯାଞ୍ଚ ପରେ ଏହି ୭୧୭ଟି ଦୋକାନକୁ ଚିହ୍ନଟ କରାଯାଇଛି।

ସରକାରୀ ବିବୃତ୍ତି ଅନୁଯାୟୀ, ବନ୍ଦ ହେବାକୁ ଥିବା ଦୋକାନଗୁଡ଼ିକ ମଧ୍ୟରୁ ୨୭୬ଟି ଉପାସନା ସ୍ଥଳ ନିକଟରେ, ୧୮୬ଟି ଶିକ୍ଷାନୁଷ୍ଠାନ ନିକଟରେ ଏବଂ ୨୫୫ଟି ବସଷ୍ଟାଣ୍ଡ ନିକଟରେ ଅବସ୍ଥିତ। ନିଜର ନିର୍ବାଚନୀ ଇସ୍ତାହାରରେ ଟିଭିକେ (ତାମିଲଗା ଭେଟ୍ରି କାଜଗମ୍) ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ବିଜୟଙ୍କ ଏହି ନିଷ୍ପତ୍ତିକୁ ନେଇ ବର୍ତ୍ତମାନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି।

Post Views61 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!