ରବିନ୍ଦ୍ରନାଥ ଟାଗୋରଙ୍କ ବାୟୋପିକ କରିବେ ଅନୁପମ୍‌ ଖେର୍‌

ଏବେ ପରଦାରେ ରବିନ୍ଦ୍ରନାଥ ଟାଗୋରଙ୍କ ଭୁମିକାରେ ନଜର ଆସିବେ ଭେଟେରାନ୍‌ ବଲିଉଡ ଆକ୍ଟର ଅନୁପମ୍‌ ଖେର୍‌ ।ଦମଦାର ଲୁକ ସୋସିଆଲ ମିଡିଆରେ ସେୟାର କଲେ ଅନୁପମ୍‌ । ଏହା ତାଙ୍କର ପ୍ରଥମ ବାୟୋପିକ ନୁହେଁ ବରଂ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାୟୋପିକ କରିଥିଲେ । ଏହା ତାଙ୍କର ୫୩୮ ତମ ପ୍ରୋଜେକ୍ଟ ବୋଲି ସେ ଇନଷ୍ଟାରେ ପୋଷ୍ଟ କରି କହିଛନ୍ତି । ଖୁବଶୀଘ୍ର ଫିଲ୍ମର ଡିଟେଲ୍ସ ସେୟାର କରିବେ ନିକଟରେ କାଶ୍ମିର ଫାଇଲ୍ସକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ ଅନୁପମ ।ଅନୁପମ ବଲିଉଡ଼ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା କାମ କରି ଆସୁଛନ୍ତିି । ସେ ପ୍ରତ୍ୟେକ ଭୁମିକାରେ ନିଖୁଣ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି ।

Post Views102 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!