କାନ୍ସ ଫେଷ୍ଟିଭାଲରେ ଅନୁଷ୍କାଙ୍କ ଲୁକ୍

କାନ୍ସ ରେଡ୍‌ କାର୍ପେଟରେ ସାମିଲ ହେବେ ବଲିଉଢ ଅଭିନେତ୍ରୀ ଅନୁଷ୍କା ଶର୍ମା । ଆଜିଠୁ ଆରମ୍ଭ ହେବ ସବୁଠାରୁ ବଡ଼ ଫିଲ୍ମ ଫେଷ୍ଟିଭାଲ । ଏହା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।ଅନୁଷ୍କା ପ୍ରଥମ ଥର ପାଇଁ କାନ୍ସ ଫେଷ୍ଟିଭାଲରେ ଯୋଗଦେବାକୁ ଯାଉଛନ୍ତି । ଏଥିରେ ବହୁ ନାମୀଦାମୀ କଳାକାର ଯୋଗଦେବେ। ଏଥିରେ ମହିଳା ଏବଂ ପୁରୁଷଙ୍କ ଡ୍ରେସ୍ କୋଡ୍ ସ୍ଥିର କରାଯାଇଛି। ଅନୁଷ୍କା ଏ ପର୍ଯ୍ୟନ୍ତ ଅନେକ ହିଟ୍ ମୁଭି ଦର୍ଶକଙ୍କୁ ଭେଟି ଦେଇଥିବାବେଳେ ଶେଷ ଥର ପାଇଁ ତାଙ୍କୁ ‘ଚକ୍ଦା ଏକ୍ସପ୍ରେସ୍’ରେ ଦେଖିବାକୁ ମିଳିଥିଲା।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!