ଓଏମ୍‌ଜି-୨ ଓ ଗଦର ୨ ମଧ୍ୟରେ କଡ଼ା ଟକ୍କର

ବଲିଉଡରେ ଚାଲିଛି ଟକ୍କର ।ଅକ୍ଷୟ କୁମାରଙ୍କ ଓଏମ୍‌ଜି-୨ ଓ ସନି ଦେଓଲଙ୍କ ଗଦର ୨ ମଧ୍ୟରେ ଚାଲିଛି ଟକ୍କର । ୨ ଦିନ ଭିତରେ ଓଏମ୍‌ଜି-୨ ୨୫ କୋଟି କମେଇଥିବା ବେଳେ ଗଦର ୨ ୧୦୦ କୋଟି ଇନକମ କରିଛି । ଓଏମ୍‌ଜି-୨କୁ ପୂର୍ବରୁ ନେଇ ବିବାଦ ଦେଖାଯାଇଥିଲେ ହେଁ ଦର୍ଶକ ଏହାକୁ ମାଷ୍ଟରପିସ୍‌ ବୋଲି କହୁଛନ୍ତି।କିନ୍ତୁ ସନି ଦେଓଲଙ୍କ ଆକ୍ଟିକୁ ଦର୍ଶକ ଗଦର ୨ରେ ଅଧିକ ପସନ୍ଦ କରିଛନ୍ତି । ୨ ବର୍ଷ ପରେ ପୁଣି ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ହଇଚଇ ସୃଷ୍ଟି କରିଛି ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!