ଦେବଗଡ଼ ବିକାଶର ସମୀକ୍ଷା ପାଇଁ ଗ୍ରାଉଣ୍ଡରେ 5T ସଚିବ

5T ସଚିବ ଭିକେ ପାଣ୍ଡିଆନ ସମ୍ବଲପୁର ପରେ ଦେବଗଡ଼ ବିକାଶର ସମୀକ୍ଷା ପାଇଁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି ।

ବଡ଼ବଗିଚା ପଡିଆରେ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି 5T ସଚିବ । ନିଜ ଶିକ୍ଷାନୁଷ୍ଠାର ରୂପାନ୍ତରଣରେ ଶ୍ରମ ଦାନ କରିବାକୁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଫିଟନେସ ମନ୍ତ୍ର ଦେଇଛନ୍ତି ଭି.କେ ପାଣ୍ଡିଆନ ।
ଜିଲ୍ଲାର ସମସ୍ତ କଲେଜକୁ 5T ଉପକ୍ରମରେ ସାମିଲ କରାଯିବ । ନୂଆବର୍ଷ ପୂର୍ବରୁ ଏହାର ରୂପାନ୍ତରଣ କରାଯିବ । ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ସୂଚନା ଦେଇଛନ୍ତି 5T ସଚିବ ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!