ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ ଗିରଫ

ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା । ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ ।

ଦୀପାବଳି ଦିନ ଏୟାରପୋର୍ଟ ଥାନାରେ ପ୍ରତାରଣା ଅଭିଯୋଗ କରିଥିଲେ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ ।

ଏୟାରପୋର୍ଟ ଥାନାର କେସ୍ ନମ୍ବର ୩୭୦/୨୫ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Post Views23 Total Count

Apply Now


This will close in 0 seconds

error: Content is protected !!