ହିମାଚଳରେ ଭାସିଗଲା ଘର, ଏକାଧିକ ଗାଡି; ଜଣେ ମୃତ

ବାଦଲ ଫଟା ବର୍ଷା ହେବାରୁ ଅନେକ ଘର ଭାସିଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ପୁଲିସ ଟିମ୍ ବାହାରିଥିଲେ ବି ଜାତୀୟ ରାଜପଥ ଭାସିଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଉତ୍ତରଭାରତ ବିଶେଷ କରି ହିମଚଳପ୍ରଦେଶରେ ମୃତ୍ୟୁ ରଚୁଛି ବର୍ଷା ।
କିଛି ଦିନର ବ୍ୟବଧାନ ପରେ କୁଲ୍ଲୁ ଜିଲ୍ଲାରେ ପୁଣି ବାଦଲ ଫଟା ବର୍ଷା ବିତ୍ପାତ କରିଛି । ଫଳରେ ଭୟଙ୍କର ଜଳ ସ୍ରୋତରେ ଭାସିଯାଇଛି ୯ ଗାଡି ।

ଏଥିରେଜ ଣଙ୍କର ମୃତ୍ୟୁ ହେବା ସହ ୨୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏପରିକି ଉଦ୍ଧାର କାର୍ଯ୍ୟ ପାଇଁ ଥିବା ସେନାର ଅସ୍ଥାୟୀ ଶିବର ମଧ୍ୟ ଅଧା ବୁଡିଯାଇଥିବା ଜଣାପଡିଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!