ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ବାଘର ବଂଶବୃଦ୍ଧି ବନାଞ୍ଚଳର ଭାରସାମ୍ୟ ରକ୍ଷାରେ ସହାୟକ ହୋଇଥାଏ | କ୍ରମାଗତ ଭାବେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ଏମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି । ଧୀରେ ଧୀରେ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି । ଜଙ୍ଗଲ ହ୍ରାସ ଓ ବାଘ ଶିକାର ଏହାର ପ୍ରମୁଖ କାରଣ | ବାଘ ସଂରକ୍ଷଣ ପ୍ରତି ସଚେନତନା ବୃଦ୍ଧି କରିବା ଓ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତି ବର୍ଷ ଜୁଲାଇ ୨୯କୁ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି । ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ରୁଷିଆର ସେଣ୍ଟପିଟର୍ସବର୍ଗ ଶିଖର ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହେବା ପରେ ବିଶ୍ବବାସୀ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରିଆସୁଛନ୍ତି ।
Related Posts
ମାର୍କିନ ଗାୟିକାଙ୍କ ବିସ୍ଫୋରକ ବୟାନ: ମୋଦୀ ସରକାରକୁ ଅସ୍ଥିର କରିବାକୁ ଅଭିଜିତ୍ ଦୀପ୍କେଙ୍କୁ ଆମେରିକାରୁ ପାଣ୍ଠି ମିଳୁଛି
କକ୍ରୋଚ ଜନତା ପାର୍ଟି (ସିଜେପି) ଦ୍ବାରା ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ଆନ୍ଦୋଳନକୁ ନେଇ ଆମେରିକୀୟ ଗାୟିକା…
ଚୀନ ବିରୋଧରେ ଆରମ୍ଭ ହେଲା ବଡ଼ ଷଡ଼ଯନ୍ତ୍ର
ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ସହର ଡେଲାଓ୍ବେରରେ କ୍ୱାଡ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କ୍ୱାଡ୍ ନେତାମାନେ ମିଳିତ…
ପଣବନ୍ଦୀଙ୍କୁ ମାରୁଛି ହମାସ
ଥମିବାରେ ନାଁ ଧରୁନି ଯୁଦ୍ଧ । ହିସ୍ରଂ ହେଉଛି ହମାସ । ବର୍ତ୍ତମାନ ପଣବନ୍ଦୀଙ୍କୁ ହମାସ ହତ୍ୟା କରୁଥିବା ଦେଖିବାକୁ…

