ଏଥର ଡରାଇବେ କଙ୍ଗନା

କଙ୍ଗନା ରାନାୱତ ତାଙ୍କ ଚରିତ୍ର ସହିତ ଲୋକଙ୍କୁ ସବୁବେଳେ ଆଶ୍ଚର୍ଯ୍ୟ କରିଥାନ୍ତି ଏବଂ ଏଥର ସେ ପରଦାରେ ଚନ୍ଦ୍ରମୁଖୀ ଭାବରେ ଫେରି ଆସିଛନ୍ତି ।କଙ୍ଗନା ରାନାୱତଙ୍କ ଅପକମିଂ ଫିଲ୍ମ ଚନ୍ଦ୍ରମୁଖୀ ୨ର ଫାଷ୍ଟ ଲୁକ୍‌ର ଟିଜର ରିଲିଜ ହୋଇଛି ।ଟିଜର ଦେଖିବା ପରେ ଦର୍ଶକ ବହୁତ ଉତ୍ସାହିତ ଅଛନ୍ତି । ପୂର୍ବରୁ ଛନ୍ଦ୍ରମୁଖୀ ପ୍ରଖମ ପାର୍ଟକୁ ଲୋକ ପସନ୍ଦ କରିଥିଲେ । ବହୁ ଲୋକପ୍ରିୟ ହୋଇଥିଲା ଏହି ଫିଲ୍ମ । ଏହି ଚଳଚ୍ଚିତ୍ରରେ ରଜନୀକାନ୍ତ ଏବଂ ଜ୍ୟୋଥିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ଏବେ କିଛି ନୂଆ କରି ଆସୁଛି ଏହାର ପାର୍ଟ ୨ । କଙ୍ଗନାଙ୍କୁ ଭିନ୍ନ ଅନ୍ଦାଜରେ ଦର୍ଶକ ଦେଖିବାକୁ ପାଇବେ । ଏବେ କେବଳ ଅପେକ୍ଷା ରିଲିଜ ଡେଟକୁ ।

 

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!