ଗ୍ରାହକଙ୍କୁ ବାଧାମୁକ୍ତ ସେବା ଯୋଗାଇ ଦେବାକୁ ଗୁରୁତ୍ୱ

ହୋଣ୍ଡା କାରସ୍ ଇଣ୍ଡିଆ ଲିମିଟେଡ୍ ଏବଂ ବଜାଜ୍ ଫାଇନାନ୍ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉଭୟ ସଂସ୍ଥାର କାରବାର ବୃଦ୍ଧି ଏବଂ ଗ୍ରାହକଙ୍କ ଆବଶ୍ୟକତା ପୂରଣକୁ ଆଖି ଆଗରେ ରଖି ଏଭଳି ଏକ ସହଭାଗିତା କରାଯାଇଛି।
ଏପରିକି କମ୍ପାନୀ ଗ୍ରାହକଙ୍କୁ ସରଳ ଓ ସୁବିଧାର ସହକାରେ ଫାଇନାନ୍ସ ଯୋଗାଇବା ଏବଂ ବାଧାମୁକ୍ତ ସେବା ଯୋଗାଇଦେବାକୁ ଗୁରୁତ୍ୱ ଦିଆଯାଇଛି।
ଫଳରେ ଉଭୟ ସଂସ୍ଥାର କାର୍ ବୃଦ୍ଧି ସହ ଗ୍ରାହକଙ୍କ ଆବଶ୍ୟକତା ପୂରଣ ହୋଇପାରିବ। ଏ ସମ୍ପର୍କରେ ହୋଣ୍ଡା କାରସ୍ ଇଣ୍ଡିଆ ଲିମିଟେଡ୍ର ଭାଇସ ପ୍ରେସିଡେଣ୍ଟ ( ବିକ୍ରି ଓ ବିପଣନ) କୁନାଲ ବେହି କହିଛନ୍ତି, ଗ୍ରାହକଙ୍କ ଆବଶ୍ୟକତା ପୂରଣ ସହ କାରବାର ବୃଦ୍ଧି ପାଇଁ ବଜାଜ ଫାଇନାନ୍ସ ସହି ଏହି ସହଭାଗିତା କରି ଆମେ ବେଶ୍ ଉତ୍ସାହିତ ଅଛୁ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!