ଅପେକ୍ଷାର ଅନ୍ତ ହେଲା । ବିଗବସ୍ ଓଟିଟି୨ର ବିଜେତା ହେଲେ ଏଲଭିସ ଯାଦବ ଏ। ୱାଇଲ୍ଡ କାର୍ଡ ଏଣ୍ଟ୍ରି ଏଲଭିଶ ଯାଦବ ବିଜେତା ହୋଇଛନ୍ତି। ଏଲଭିଶ ଯାଦବ ବିଗ୍ବସ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଛନ୍ତି।ସୋମବାର ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ଅଭିଷେକ ମଲହାନ ପ୍ରଥମ ରନର୍ ଅପ ଏବଂ ମନୀଷା ରାନୀ ଦ୍ୱିତୀୟ ରନର୍ ଅପ ହୋଇଛନ୍ତି।

