ଜ୍ୟାକଲିନ ଫର୍ଣ୍ଣାଡିସ୍ଙ୍କୁ ମିଳିଲା ଆଶ୍ବସ୍ତି । ଜ୍ୟାକଲିନ୍ ଏବେ ଯାଇପାରିବେ ବିଦେଶ । ବିନା ଅନୁମତିରେ ସେ ବିଦେଶ ଯାଇପାରିବେ । କିଛି ଦିନ ତଳେ ୨୦୦ କୋଟି ଅର୍ଥ ହେର୍ଫେର୍ ମାମଲାରେ ଜ୍ୟାକଲିନଙ୍କୁ ଗିରଫ କରିଥିଲା ଇଡି । ଏହାସହ ଇଡି ସର୍ତ୍ତ ମଧ୍ୟ ରଖିଛନ୍ତି । ଯଦି କ୍ୟାକଲିନ ବିଦେଶ ଯାଉଛନ୍ତି ତେବେ ସମ୍ପୂର୍ଣ୍ଣ ବୀବରଣୀ ଦେବାକୁ ବାଧ୍ଯ । ଏନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଜ୍ୟାକଲିନ ଜଣେ ଅଭିନେତ୍ରୀ ତାଙ୍କୁ ବିଦେଶ ଯିବା ଉପରେ କୋହଳ କରାଯିବ ଉଚିତ୍ ।
Related Posts
ଯବାନ ବିବାହର ମାତ୍ର ତିନି ଦିନ ପରେ ଫେରିଲେ ଯୁଦ୍ଧ କ୍ଷେତ୍ରକୁ
ଛୁଟି ଆସିଥିବା ଜଣେ ଭାରତୀୟ ଯବାନ ବିବାହର ମାତ୍ର ତିନି ଦିନ ପରେ ଫେରିଛନ୍ତି ଯୁଦ୍ଧ କ୍ଷେତ୍ରକୁ । ମହାରାଷ୍ଟ୍ରର…
ସୁଟ୍କେଶ ଭିତରେ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ
ହରିୟାଣାରେ ପୌର ର୍ନିବାଚନ ଦିନ, ରୋହତକ ଦିଲ୍ଲୀ ରାଜପଥର ସାମ୍ପଲା ବସ ଷ୍ଟାଣ୍ଡ ନିକଟରେ ଜଣେ ମହିଳା କଂଗ୍ରେସ କର୍ମୀଙ୍କ…
ସମୁଦ୍ରରେ ଲୀନ ଦ୍ବାରକା ନଗରୀରେ ପହଞ୍ଚି ପୂଜା କରିବା ସହ ଦିବ୍ୟ ଅନୁଭବ କହିଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମୁଦ୍ର ମଧ୍ୟରେ ଲୀନ ହୋଇଯାଇଥିବା ଦ୍ବାରକା ନଗରୀରେ ମୋଦି ପହଞ୍ଚିଛନ୍ତି, ଏଠାରେ ପହଞ୍ଚି ମୋଦି…

