ବ୍ଲକବ୍ଲଷ୍ଟର ସିନେମା ଗଦର- ୨

ସଫଳତାର ଶୀର୍ଷରେ ପହଞ୍ଚିଲାଣି  ଗଦର- ୨ । ୬ ଦିନରେ କଲାଣି ୨୦୦କୋଟିରୁ ଅଧିକ ଇନକମ୍‌ । ବକ୍ସ ଅଫିସରେ ଧମାଲ କରୁଛି ସନ୍ନିଙ୍କ ଫିଲ୍ମ । ଏଭଳି ରେକର୍ଡ ଯୋଗୁ ଇତିହାସ ରଚିଛି ଏହି ଫିଲ୍ମ । ଦର୍ଶକ ଫିଲ୍ମକୁ ବହୁ ମାତ୍ରାରେ ଭଲପାଇବା ଦେଉଛନ୍ତି । ତେବେ ସନି ଦେଓଲଙ୍କ ‘ଗଦର ୨’ର ଆଲୋଚନା ସବୁଠାରେ ଦେଖାଯାଉଛି। ମାତ୍ର ୮୦ କୋଟି ବଜେଟରେ ତିଆରି ଏହି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରୁଥିବା ଜଣାପଡିଛି।ଏହାସହ ସନି ଦେଓଲଙ୍କ ‘ଗଦର ୨’ ଏବଂ ରଜନୀକାନ୍ତଙ୍କ ‘ଜେଲର’ ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି।

 

 

Post Views23 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!