ଏଥର ବିଦେଶ ଯାଇପାରିବେ ଜ୍ୟାକଲିନ

ଜ୍ୟାକଲିନ ଫର୍ଣ୍ଣାଡିସ୍‌ଙ୍କୁ ମିଳିଲା ଆଶ୍ବସ୍ତି । ଜ୍ୟାକଲିନ୍‌ ଏବେ ଯାଇପାରିବେ ବିଦେଶ  । ବିନା ଅନୁମତିରେ ସେ ବିଦେଶ ଯାଇପାରିବେ । କିଛି ଦିନ ତଳେ ୨୦୦ କୋଟି ଅର୍ଥ ହେର୍‌ଫେର୍‌ ମାମଲାରେ ଜ୍ୟାକଲିନଙ୍କୁ ଗିରଫ କରିଥିଲା ଇଡି । ଏହାସହ ଇଡି ସର୍ତ୍ତ ମଧ୍ୟ ରଖିଛନ୍ତି । ଯଦି କ୍ୟାକଲିନ ବିଦେଶ ଯାଉଛନ୍ତି ତେବେ ସମ୍ପୂର୍ଣ୍ଣ ବୀବରଣୀ ଦେବାକୁ ବାଧ୍ଯ । ଏନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଜ୍ୟାକଲିନ  ଜଣେ ଅଭିନେତ୍ରୀ ତାଙ୍କୁ ବିଦେଶ ଯିବା ଉପରେ କୋହଳ କରାଯିବ ଉଚିତ୍‌ ।

Post Views74 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!