ରୋମାଣ୍ଟିକ ହିରୋଙ୍କ ଭିଲେନ ଅବତାର

ରିଲିଜ ହେଲା କିଙ୍ଗଖାନ ଶାହାରୁଖଙ୍କ  ମଚ୍‌ ଆଓ୍ବେଟେଡ ମୁଭି ଜଓ୍ବାନର ଟ୍ରେଲର । ଭିନ୍ନ ଅନ୍ଦାଜରେ ଶାହାରୁଖଙ୍କୁ ଫ୍ୟାନ ଦେଖିବାକୁ ପାଇବେ । ଯବାନରେ ରୋମାଣ୍ଟିକ ଆକ୍ଟରଙ୍କ ଭିନେଲ ଅବତାର ଦେଖିବାକୁ ପାଇବେ ଦର୍ଶକ । ଟ୍ରେଲରେ ଶାହରୁଖଙ୍କ ଅଲଗା ଅଲଗା ଲୁକ୍ସ ଦେଖି ଉତ୍ସାହିତ ହେଲେଣି  ଫ୍ୟାନ୍ସ । ସେପ୍ଟେମ୍ବର ୭ ରେ ପରଦାରେ ହିଟ କରିବାକୁ ଯାଉଛି ମୁଭି ଯବାନ । ଯାହାକୁ ଅପେକ୍ଷା କରଛନ୍ତି ଦର୍ଶକ । ଶାହାରୁଖ ଓ ବିଜୟ ସେତୁପତିଙ୍କର ଦମଦାର ଟକ୍କର ହେବ ଫିଲ୍ମରେ ତାହା ଟ୍ରେଲରରୁ ବାରି ହୋଇପଡ଼ୁଛି । କେବଳ ନୈନତାରା କାହିଁକି ଫିଲ୍ମରେ ଥିବା ଗାର୍ଲ ଗ୍ୟାଙ୍ଗଙ୍କ ବିସ୍ଫୋରକ ଆକ୍ସନ ଟ୍ରେଲରରେ ଖୁବ୍ ନଜର ଆସିଛି । ସାନ୍ୟା ମଲହୋତ୍ରା, ପ୍ରୀୟାମଣି, ଅକ୍ସଲେସା ଠାକୁର, ଲହର ଖାନ୍, ରିଦ୍ଦୀ ଡୋଗରା, ସଞ୍ଜିତା ଭଟ୍ଟାଚାର୍ଯ୍ୟ ନଜର ଆସିଛନ୍ତି ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!