ଭୟଙ୍କର ଅଗ୍ନିକାଣ୍ଡ, 73 ମୃତ

ସାଉଥ ଆଫ୍ରିକାର ଜୋହନସବର୍ଗରେ ଭୟଙ୍କର ଅଗ୍ନିକାଣ୍ଡ । କୋଠାରେ ନିଆଁ ଲାଗି ୭୩ ଜଣଙ୍କର ମୃତ୍ୟୁ ହୋଇଛି । ଦୀର୍ଘସମୟ ଧରି ନିଆଁ ଲାଗିବା ଯୋଗୁ କୋଠାରେ ବ୍ୟାପକ କ୍ଷତି ଘଟିଛି । ଘଟଣାସ୍ଥଳରେ ଜରୁରୀକାଳୀନ ବାହିନୀ ମୁତୟନ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବିଭିନ୍ନ୍ ମହଲାରେ ସେହି କୋଠାରେ ପ୍ରାୟ ୨୦୦ ଲୋକ ରହୁଥିଲେ । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡ ପରେ ପାଞ୍ଚ ମହଲାରେ ଥିବା ସମସ୍ତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!