ଆଦିତ୍ୟ ଏଲ-୧ ଦେଇଛି ନୂଆ ଅପଡେଟ୍ । ସେଲଫି ପଠାଇଛି ଆଦିତ୍ୟ ଏଲ-୧ । ଏନେଇ ସୂଚନା ଦେଇଛି ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟସ୍ଥ ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବାକୁ ଯାଉଥିବା ଆଦିତ୍ୟ ଏଲ୧ ବର୍ତ୍ତମାନ ସୁଦ୍ଧା ଦୁଇଟି କକ୍ଷପଥ ପରିବର୍ତ୍ତନ କରିସାରିଲାଣି । ପ୍ରାୟ ୪ ମାସର ଯାତ୍ରା ପରେ ଆଦିତ୍ୟ ସ୍ପେସକ୍ରାଫ୍ଟ ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବ । ଆଦିତ୍ୟ ପଠାଇଥିବା ସେଲଫିରେ ଦୁଇଟି ପ୍ରମୁଖ ପେଲୋଡ ଭିଜିବଲ ଏମିସନ ଲାଇନ କରୋନାଗ୍ରାଫ ବା ଭିଇଏଲସି ଓ ସୋଲାର ଅଲଟ୍ରାଭାଓଲେଟ ଇମେଜିଂ ଟେଲିସ୍କୋପ ବା ଏସୟୁଆଇଟି ଦୃଶ୍ୟମାନ ହେଉଛି ।
Related Posts
ରୋଚକ ମହାରାଷ୍ଟ୍ର ରାଜନୀତି, ଉଦ୍ଧବଙ୍କ ‘ସାମନା’ରେ ଫଡନାଭିସଙ୍କ ପ୍ରଶଂସା,
ମହାରାଷ୍ଟ୍ର ରାଜନୀତିରେ ଯାହା ସବୁ ଘଟିପାରେ ତାହା ସମସ୍ତେ ଦେଖିଛନ୍ତି । ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ରାଜନୀତି କଡ ଲଉଟାଇଥାଏ।…
୨୪ ଘଣ୍ଟା ପରିଶ୍ରମ କରିବ ମୋହନ ସରକାର
ଶେଷ ହୋଇଛି ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ପୁରୀ ଠାରେ…
୨୪ ଘଣ୍ଟା ମଧ୍ୟରେ ପଦବୀରୁ ହଟାଇ ଦେଲେ ବିଜୟ
ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀଙ୍କ ଜ୍ୟୋତିଷଙ୍କ ପଡିଛି ଖରାପ ସମୟ। ଜ୍ୟୋତିଷରୁ ଓଏସଡି ହୋଇଥିବା ପଣ୍ଡିତ ରିକି ରାଧା ଭେଟ୍ରିଭେଲଙ୍କୁ ହରାଇବାକୁ…

