୨୦୦୦ ଟଙ୍କିଆ ନୋଟ୍‌ ରଖିଛନ୍ତି କି?

ଆଉ କିଛି ଦିନ ପରେ ଚଳିବନି ୨ ହଜାର ଟଙ୍କିଆ ନୋଟ୍ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଲିନ ନୋଟ ପଲିସି ଅନୁସାରେ ୩୦ ତାରିଖ ପରେ ନିଜର ଆଇନଗତ ବୈଧତା ହରାଇବ ।ତେଣୁ ଆପଣ ଆସନ୍ତା ୩୦ ତାରିଖ ଯାଏ ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ତଥା ନିକଟସ୍ଥ ବ୍ୟାଙ୍କ ଶାଖାରେ ୨ ହଜାର ଟଙ୍କିଆ ବଦଳାଇପାରିବେ । ବିଭିନ୍ନ ଛୁଟିକୁ ବିଚାର କରାଗଲେ ଏହି ଜମା ପ୍ରକ୍ରିୟା ସେପ୍ଟେମ୍ବର ୨୫, ୨୬, ୨୭, ୨୯ ଓ ୩୦ରେ ହିଁ ଚାଲିପାରିବ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!