ଆଉ କିଛି ଦିନ ପରେ ଚଳିବନି ୨ ହଜାର ଟଙ୍କିଆ ନୋଟ୍ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଲିନ ନୋଟ ପଲିସି ଅନୁସାରେ ୩୦ ତାରିଖ ପରେ ନିଜର ଆଇନଗତ ବୈଧତା ହରାଇବ ।ତେଣୁ ଆପଣ ଆସନ୍ତା ୩୦ ତାରିଖ ଯାଏ ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ତଥା ନିକଟସ୍ଥ ବ୍ୟାଙ୍କ ଶାଖାରେ ୨ ହଜାର ଟଙ୍କିଆ ବଦଳାଇପାରିବେ । ବିଭିନ୍ନ ଛୁଟିକୁ ବିଚାର କରାଗଲେ ଏହି ଜମା ପ୍ରକ୍ରିୟା ସେପ୍ଟେମ୍ବର ୨୫, ୨୬, ୨୭, ୨୯ ଓ ୩୦ରେ ହିଁ ଚାଲିପାରିବ ।
Related Posts
କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କୁ ଦେଲେ ବଡ଼ ଉପହାର
ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ…
ରେଷ୍ଟୁରାଣ୍ଟରେ ସିଟ୍ ନମିଳିବାରୁ ରାତାରାତି ରେଡ୍ କରାଇଲେ ଏହି ମନ୍ତ୍ରୀ
ରେଷ୍ଟୁରାଣ୍ଟରେ ସିଟ୍ ନମିଳିବାରୁ ତାତିଲେ ମନ୍ତ୍ରୀ, ରାତାରାତି କରାଇଲେ ରେଡ୍ । ମଧ୍ୟପ୍ରଦେଶର ଜନସ୍ୱାସ୍ଥ୍ୟ ମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ…
କୁକୁର କାମୁଡ଼ି ଥିବା ପୋଷା ବିରାଡ଼ି କାମୁଡ଼ି ଦେବାରୁ ବାପପୁଅ ମୃତ
ଉତ୍ତର ପ୍ରଦେଶର କାନପୁର ଦେହାତ୍ ଜିଲ୍ଲାର ଆକବରପୁର ସହରରେ ପୋଷା ବିରାଡ଼ି କାମୁଡ଼ିବାର ପୁଅର ମୃତ୍ୟୁ । ପୋଷା ବିରାଡ଼ିଠାରେ…

