ଭାରତୀୟ ବାୟୁସେନାରେ ସାମିଲ ହେଲା ସି-୨୯୫ ଟ୍ରାନସପୋର୍ଟ ଏୟାରକ୍ରାଫ୍ଟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହିଣ୍ଡନ ଏୟାରବେସରେ ଏହାକୁସ ସାମିଲ କରିଛନ୍ତି ।ବର୍ତ୍ତମାନ ଭାରତୀୟ ବାୟୁ ସେନା ସ୍ବଦ୍ବେଶୀ ଡ୍ରୋନ ନିର୍ମାଣ କରିବାକୁ ସକ୍ଷମ ହୋଇଛି । ବେସାମରିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଡ୍ରୋନ ପ୍ରଯୁକ୍ତି ରୂପାନ୍ତରିତ ହୋଇଛି । ହିଣ୍ଡନରେ ବି ଉଦଘାଟିତ ହୋଇଛି ଭାରତ ଡ୍ରୋନ ଶକ୍ତି-୨୦୨୩ । ଭାରତୀୟ ବାୟୁସେନା ଓ ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଛି ।
Related Posts
୩୩ ଡିଗ୍ରୀ ଗରମରେ ପିନ୍ଧିଥିଲେ ହୁଡ଼ି, ଏମିତି ପ୍ରମାଣ ପାଇଲା ପୋଲିସ୍
ପୁଣି ଭାଙ୍ଗିଲା ବିଶ୍ୱାସ, ତୁଟିଲା ଭରସା। ପ୍ରେମ ପାଇଁ ଭାବୀ ପତ୍ନୀ ନେଲା ଭାବୀ ସ୍ୱାମୀର ଜୀବନ। କିଛି ଭୁଲ…
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଛିବେ ଅମିତ ଶାହ ଓ ମୋହନ ମାଝୀ
ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ…
ୟୁଟ୍ୟୁବ୍ ପ୍ରବଚନ ଆଢ଼ୁଆଳରେ କଳା କାରନାମା: ଗିରଫ ହେଲା IIT ଗ୍ରାଜୁଏଟ୍ ଢୋଙ୍ଗୀ ବାବା
ମଥୁରା: ଧର୍ମ ଏବଂ ଆଧ୍ୟାତ୍ମିକତାର ମୁଖା ପିନ୍ଧି ଶିକ୍ଷିତ ମହିଳା ଓ ଯୁବତୀମାନଙ୍କୁ ଶୋଷଣ କରୁଥିବା ଜଣେ ହାଇଟେକ୍ ଢୋଙ୍ଗୀ…

