୨୫ ମିଟର ପିସ୍ତଲ ବର୍ଗରେ ଭାରତକୁ ସ୍ୱର୍ଣ୍ଣ ପଦକ

ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ।ଏପର୍ଯ୍ୟନ୍ତ ଭାରତକୁ ୪ଟି ସୁନା , ୫ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ମିଳିଛି । ୧୬ପଦକ ସହ ତାଲିକାର ସପ୍ତମ ସ୍ଥାନରେ ରହିଛି ଭାରତ

ମହିଳା ୨୫ ମିଟର ପିସ୍ତଲ ବର୍ଗରେ ସ୍ୱର୍ଣ୍ଣ ପଦକ ମିଳିଛି । ମନୁ ଭାକର, ଇଶା ସିଂ ଓ ରିଦିମ୍ ସଙ୍ଗୱାନଙ୍କୁ ମିଳିତ ସଫଳତା ମିଳିଛି ।

ଭାରତ ଏବେ ସୁଦ୍ଧା ମୋଟ ୪ଟି ସ୍ୱର୍ଣ୍ଣ ପଦକ ଜିତିଛି । ଭାରତର ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!