ସ୍ଥଗିତ `ଗଗନୟାନ’ ପରୀକ୍ଷଣ

ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ ସ୍ଥଗିତ। ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରହରିକୋଟା ଲଞ୍ଚିଂ ପ୍ୟାଡରେ ଏହାର ପ୍ରଥମ ପରୀକ୍ଷଣ ହୋଇଥାନ୍ତା  । ପରୀକ୍ଷଣ ୫ମିନିଟ ପୂର୍ବରୁ ସ୍ଥଗିତ  ।ଅନ୍ତରୀକ୍ଷକୁ ମଣିଷକୁ ପଠାଇବା ପୂର୍ବରୁ ଇସ୍ରୋ ଗଗନୟାନ ମିଶନର ଟେଷ୍ଟ କରୁଥିଲା ।

 

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!