ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ । ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ନେଇପାରେ ବାତ୍ୟାର ରୂପ । ବାତ୍ୟାର ନାଁ ରହିବ ମିଢିଲି । ବାତ୍ୟାର ନାମକରଣ କରିଛି ମାଲଦୀପ । ବାଂଲାଦେଶରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । କାଲି ସକାଳେ ଗଭୀର ଅବପାତ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିଛି । ପ୍ରବଳ ବର୍ଷାରେ ପ୍ରଭାବିତ ହୋଇପାରେ ଧାନ ଚାଷ । ସେଥିପାଇଁ ଅମଳ ଯୋଗ୍ୟ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । କୃଷି ବିଭାଗ ସ୍ବତନ୍ତ୍ର ବୈଠକ ଡାକିବା ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Related Posts
ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ହେବେ ତେଜସ୍ୱୀ ଯାଦବ
ବିହାର ବିଧାନସଭା ନିର୍ବାଚନ କୁ ନେଇ ସମସ୍ତ ଦଳଙ୍କର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ଆଜି ମହାଗଠବନ୍ଧନ ପକ୍ଷରୁ ଏହାର…
ଜାଣନ୍ତୁ କାହିଁକି ସୈଫ୍ଙ୍କୁ ହେଲା ଆଟାକ୍, ଖୁଲାସା କଲା ମୁମ୍ବାଇ ପୋଲିସ୍
ସୈଫ୍ଙ୍କୁ ଛୁରାମାଡ଼ ଘଟଣା। ଗିରଫ ଅଭିଯୁକ୍ତ ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କଲେ ମୁମ୍ବାଇ ଜୋନ୍-୯ ଡିସିପି ଡିସିପି ଦୀକ୍ଷିତ…
ଜେଲ୍ ଭିତରୁ ଭାରତ ସରକାରଙ୍କୁ କଲେ ନିବେଦନ
ରୁଷିଆ ଏବଂ ୟୁକ୍ରେନ ଭୟଙ୍କର ଯୁଦ୍ଧ ନିଆଁରେ ଏବେ ଭାରତୀୟ ଛାତ୍ରମାନେ ଫସି ଯାଉଛନ୍ତି। ପାଠ ପଢ଼ିବାକୁ ଋଷିଆ ଯାଇଥିବା…

