ଟନେଲ ଭିତରୁ ଶ୍ରମିକଙ୍କ ପ୍ରଥମ ଭିଜୁଆଲ

 

ଜୀବନ ସହ ସଂଘର୍ଷ କରୁଛନ୍ତି ଶ୍ରମିକ ।  ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ଆସିଲା ପ୍ରଥମ ଭିଡିଓ। ଟନେଲ ଭିତରେ ସମସ୍ତ ଶ୍ରମିକ ସୁସ୍ଥ ଅଛନ୍ତି ।  ସମସ୍ତ ଶ୍ରମିକ ମୁଣ୍ଡରେ ହେଲମେଟ ପିନ୍ଧିଛନ୍ତି । ଶ୍ରମିକଙ୍କ ନିକଟକୁ ଏକ ୬ ଇଂଚ୍ ଓସାର ଗାତ ଖୋଳି ପାଇପ୍ ଯୋଗେ ଖାଦ୍ୟ ସାମଗ୍ରୀ ପଠାଯାଇଛି । ପ୍ରଥମଥର ଲାଗି ଶ୍ରମିକଙ୍କ ନିକଟକୁ ଗରମ ଖାଦ୍ୟ ପଠାଯାଇଛି । ଶ୍ରମିକଙ୍କ ନିକଟକୁ ଖେଚୁଡ଼ି ଓ ପାଣି ବୋତଲ ପଠାଯାଇଛି । ଶ୍ରମିକଙ୍କ ନିକଟକୁ ଗରମ ଖାଦ୍ୟ ପଠାଯାଇଛି । ନିକଟକୁ ମୋବାଇଲ ଓ ଚାର୍ଜର ପଠାଯିବ ମଧ୍ୟ ଜଣାପଡିଛି। ପାଇପ ଯୋଗେ ଏକ କ୍ୟାମେରା ମଧ୍ୟ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ୧୦ଦିନ ହେଲା ଶ୍ରମିକ ଏହି ଟନେଲ ଭିତରେ ଫସିଛନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!