କାନ୍ଥବାଡ଼ରେ ବିଜ୍ଞାପନ ଲଗାଇଲେ ୫୦ ହଜାର ଟଙ୍କା ଜରିମାନା

କାନ୍ଥବାଡ଼ରେ ବିଜ୍ଞାପନ ଲଗାଇଲେ ୫୦ ହଜାର ଟଙ୍କା ଜରିମାନା ରାଜଧାନୀର କାନ୍ଥବାଡ଼ରେ ବିଜ୍ଞାପନ ଲଗାଇଥିବା ସଂସ୍ଥା ଠାରୁ ଜରିମାନା ଆଦାୟ ହୋଇଛି।

ଟୁ-ଲେଟ୍ ବିଜ୍ଞାପନ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ବିଏମସି। ଏହି ବିଜ୍ଞାପନ ଗୁଡ଼ିକ କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଲଗାଯାଇଥିଲା।

ଏଥିପାଇଁ ୫୦ ହଜାର ଲେଖାଏଁ ୩ଟି ସଂସ୍ଥାରୁ ଜରିମାନା ଆଦାୟ ହୋଇଛି। ଏହା ସହିତ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ମଧ୍ୟ ଦେଇଛି ବିଏମସି ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!