ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଓ ଇ-କମର୍ସରେ ବିକ୍ରୟର ଲୋକାର୍ପଣ,ଅନୁଗୋଳର ଗ୍ରାହକ ଜିତିଲେ ମୂଲ୍ୟବାନ କାର୍

ଭୁବନେଶ୍ୱର : ଓଡ଼ିଶାରେ ସଫଳ ଉଦ୍ୟୋଗର ଏକ ପ୍ରେରଣାଦାୟୀ ଉଦାହରଣ ହେଉଛି ରୁଚି । ୪୯ ବର୍ଷରେ ପହଂଚିଥିବା ଏହି ଶିଳ୍ପସଂସ୍ଥା ତାର ଅଗଣିତ ଗ୍ରାହକମାନଙ୍କୁ ପ୍ରୋତ୍ସାହନ ଦେଉଥିଲାବେଳେ ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଯୋଜନାରେ ଜଣେ ଗ୍ରାହକଙ୍କୁ ମୂଲ୍ୟବାନ କାର୍ ଓ ପା ଜଣ ଗ୍ରାହକଙ୍କୁ ଇ-ସ୍ଫୁଟର ଉପହାର ଆକାରରେ ପ୍ରଦାନ କରିଛି ।

ଶନିବାର ଦିନ ଭୁବନେଶ୍ୱରର ଏକ ତାରକା ହୋ ହୋଟେଲରେ ଆୟୋଜିତ ଉତ୍ସବରେ ରୁଚି ମସଲା ପକ୍ଷରୁ ଅନୁଗୋଳ ସହରର ସାନୁ ବେହେରାଙ୍କୁ

ପ୍ରଥମ ପୁରସ୍କାର ଭାବେ ମାରୁତି ସ୍ଵିପ୍ଟ କାର୍ ଏବଂ କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ର ଇନ୍ଦୁମତୀ ସାହୁ, ବାଲେଶ୍ଵର ଜିଲ୍ଲା ସୋରର ତିଳୋ ମା ନାୟକ,

ମୟୂରଭଞ୍ଜ ଜିଲ୍ଲା ବିଶୋଇର ବାବୁଲା ପାତ୍ର, ବ୍ରହ୍ମପୁ ବ୍ରହ୍ମପୁରର ବୈଷ୍ଣବୀ ସାମନ୍ତରା, ରାୟଗଡ଼ାର ବାର୍ଥଲୋମି ସେନାପତିଙ୍କୁ ଇ-ସ୍କୁଟର ପ୍ରଦାନ କରାଯାଇଛି ।

ରୁଚିର ଏହି ବଡ଼ ଉପହାର ସେମାନଙ୍କୁ ସାରା ଜୀବନ ପାଇଁ କୃତଜ୍ଞ କରିବ ବୋଲି ବିଜେତାମାନେ କହିଥିଲେ । ରୁଚି ମସଲାର ୧୨ଟି ସାମଗ୍ରୀ କିଣିଥୁବା

ଗ୍ରାହକମାନଙ୍କ ପାଇଁ ଏହି ଅଫର୍ ଯୋଜନା ରହିଥିଲା । ଏହା ସହିତ ଗ୍ରାହକମାନଙ୍କୁ ପ୍ରତି ମାସରେ ସ୍ଵର୍ଣ୍ଣ, ରୌପ୍ୟମୁଦ୍ରା ଓ ସ୍ମାର୍ଟୱାଚ୍ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା

ଓଡ଼ିଶାର ଏକନମ୍ବର ମସଲା ବ୍ରାଣ୍ଡ ଭାବେ ଅଶେଷ ଲୋକପ୍ରିୟତା ଅର୍ଜନ କରିଥିବା ରୁଚି ଉଦ୍ୟୋଗ ୪୯ ବର୍ଷର ଯାତ୍ରା ମଧ୍ୟରେ କୋଟିକୋଟି ଗ୍ରାହକମାନଙ୍କର ବିଶ୍ଵାସନ ସନୀୟତାକୁ ପାଥେୟ କରି ସଫଳତା ପାଇଛି ବୋଲି ଏକ ବା । ଜରିଆରେ କହିଥିଲେ ବିଶିଷ୍ଟ ଉ ଶିଷ୍ଟ ଉଦ୍ୟୋଗୀ ତଥା ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଗ୍ରାହକମାନଙ୍କ ପାଇଁ ଓଡ଼ିଶାରେ ଏହା ଏକ ବଡ଼ ପୁରସ୍କାର ଏବଂ ଜାତୀୟସ୍ତର ମସ୍ତରରେ ନିଜର ଗୁଣବ । ଓ ସଫଳତା ପାଇଁ ରୁଚି ରୁଚି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି କରିଛି ବୋଲି ମୁଖ୍ୟଅତିଥ୍ ଭାବେ ଯୋଗଦେଇ ରୁଚିର ନିର୍ଦ୍ଦେଶିକା ରଶ୍ମୀ ସାହୁ ଓ ସଲିନା ସାହୁ କହିଥିଲେ । ରୁଚି ରୁଚିର ନିର୍ଦ୍ଦେଶକ ଡକ୍ଟର ସୌରେନ୍ଦ୍ର କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇଥି ଥିଲେ । ଏହି ଅବସରରେ ରୁଚିର ମାର୍କେଟିଂ ହେଡ଼୍ ଦେବବ୍ରତ ପଟ୍ଟନାୟକ ରୁଚି ପୂ ଫୁଡ୍‌ଲାଇନ୍ ପକ୍ଷରୁ ଇ-କମର୍ସ । ପ୍ଲାଟଫର୍ମ ଏବଂ ମୋବାଇଲ୍ ଆପ୍ ‘ରୁଚି ଷ୍ଟୋର’ ମଧ୍ୟ ଲୋକାର୍ପିତ କରିଥିଲେ । ଏହି । ଏହାଦ୍ଵାରା ଗ୍ରାହକମାନେ ଦେଶର ଦେଶର ଯେକୌଣସି ସ୍ଥାନରୁ ଅନ୍‌ଲାଇନ୍ ଜରିଆରେ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ରିହାତି ମୂଲ୍ୟରେ ରୁଚିର ସମସ୍ତ ସାମଗ୍ରୀ ଘରେ ବସି ପାଇପ ପାଇପାରିବେ । ଏହି ପ୍ଲାଟଫର୍ମ ଜରିଆରେ ୩୦୦ ଟଙ୍କାର ସାମଗ୍ରୀ ମଗାଇଲେ ଗ୍ରାହକଙ୍କୁ କୌଣସି ବିତରଣ ଦେୟ ଦେବାକୁ ପଡ଼ିବନି ।

ଉତ୍ସବରେ ରୁଚିର ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ସେଲସ୍‌ ହେଡ଼୍ ଦିଲ୍ଲୀପ ସାହୁ, ମାନବସମ୍ବଳ ବିଭାଗ ସହକାରୀ ମହାପ୍ରବନ୍ଧକ ଅମ୍ବରୀଶ ପଟ୍ଟନାୟକ, ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ରାମଚନ୍ଦ୍ର ବେହେରା, ହେରାଲଡ଼୍‌ର ମୁଖ୍ୟ ସୂର୍ଯ୍ୟ ରଥ, ରୁଚିର ଉପପ୍ରବନ୍ଧକ ନ୍ୟାୟବ୍ରତ ରାଉତ, ସାଗର ରଂଜନ ବାରିକ୍ ଓ ସୋନାଲି ସାହୁ ପ୍ରମୁଖ ଯୋଗଦେଇଥିଲେ । ଚଳଚ୍ଚିତ୍ର ଅଭିନେତ୍ରୀ ଲିପି ମହାପାତ୍ର, କଣ୍ଠଶିଳ୍ପୀ ସ୍ଵୟମ୍‌ ଓ ହାସ୍ୟ ଅଭିନେତା ପପୁ ପମ୍ପମ୍ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମଂଚ ସଂଚାଳକ ଶୁଭମ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ହ୍ଵାଇଟ କାନ୍‌ଭାସର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ଓ ଚି _ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ

କରିଥିଲେ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!