ଭୁବନେଶ୍ଵରରେ କିସ୍‌ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ୟୁସିଭ ଶୋ’ରୁମ୍‌ର ଶୁଭାରମ୍ଭ

ଭୁବନେଶ୍ବର : କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ଓଡିଶାର ଭୁବନେଶ୍ଵରରେ ଏହାର ପ୍ରଥମ ଏକ୍ସକ୍ୟୁସିଭ ଶୋ’ରୁମ୍‌ର ବିଶାଳ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି ଛି । । ଏହା ଦେଶବ୍ୟାପୀ କି ନାର ନାର ୪୧ତମ ଏକ୍ସକ୍ୟୁସିଭ ଶୋ ରୁମ୍‌କୁ ଚିହ୍ନିତ କରୁଛି । ଏହି ଶୋ’ ରୁମ୍‌ର ଉଦ୍‌ଘାଟନରେ ହରି କ୍ରିଷ୍ଣା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ଏମ୍‌ଡି ଘନଶ୍ୟାମ ଢୋଲକିଆ ଏବଂ କିସ୍‌ନା ଡାଇମଣ୍ଡ ଆଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲା ଏଲାରୀର ନିର୍ଦ୍ଦେଶକ ପରାଗ ଶାହ ଉପସ୍ଥିତ ଥିଲେ । ଏହି ବିଶାଳ ଶୁଭାରମ୍ଭକୁ ପାଳନ ପାଳନ କରିବା ପାଇଁ କିସ୍‌ନା ପକ୍ଷରୁ ହୀରା ଅଳ ରା ଅଳଙ୍କାରର ମେକିଙ୍ଗ୍ ଚାର୍ଜ ଉପରେ ୧୦୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ।

ଉତ୍ସାହକୁ ଅଧୂକ ବୃଦ୍ଧି କରି କିସ୍‌ନା ପକ୍ଷରୁ ଏକ ଆକର୍ଷଣୀୟ Iୟ ଲକି ଡ୍ର’ କ୍ୟା କ୍ୟାମ୍ପେନ ‘ହାସ ସଟ୍ୟାଗ ଅବ୍‌କି-ବାର- ର୍‌କି-ବାର-ଆପ୍‌କେ-ଲିୟେ-ସପ୍ ଆଣ୍ଡ ୱିନ୍ ଏ କାର୍’ର ଶୁଭା ଗୁଭାରମ୍ଭ କରାଯାଇଛି ଯେଉଁଥିରେ ଗ୍ରାହକମାନେ ୧୦୦୦ ରୁ ଅଧୂକ କାର୍ ଜିତିପାରିବେ । ଜିତିପାରିବେ । ଉପଭୋକ୍ତାମାନେ ସର୍ବନିମ୍ନ ୨୦,୦୦୦ ଟଙ୍କା କିମ୍ବା ତାହାଠାର ଠାରୁ ଅଧୂକ ମୂଲ୍ୟର ଏକ ଡାଇମଣ୍ଡ । ପ୍ଲାଟିନମ | ସଲିଟାୟାର ଜୁଏଲାରୀ କିମ୍ବା ୫୦୦୦୦ ଟଙ୍କା ମୂଲ୍ୟର ଗୋଲ୍ଡ ଜୁଏଲାରୀ କ୍ରୟ କରି ଏହି କ୍ୟାମ୍ପେନରେ ଅଂଶଗ୍ରହଣ କରିପାରିବେ । ଭାଗ୍ୟଶାଳୀ ବ୍ୟକ୍ତି ବ୍ୟକ୍ତିଙ୍କୁ ଚୟନ ୟନ କରାଯିବ ଏବଂ କିସ୍ମ ନିସ୍‌ନା ପକ୍ଷରୁ ଏକ କାର୍ ଉପହାର ଆକାରରେ ଦିଆଯିବ ।

ଏହି ଶୁଭାରମ୍ଭ ଅବସରରେ ରେ ହରି କ୍ରିଷ୍ଣା ଗ୍ରୁପ୍‌ର ପୂର ପ୍ରତିଷ୍ଠାତା ଓ ଏମ୍ଡି ମ୍‌ଡି ଘନଶ୍ୟାମ ଢୋଲକିଆ କହିଛନ୍ତି, “ପାର୍ବଣ ଋତୁ ସମୟରେ ଆମର ଭୁବନେଶ୍ୱର ଆଉଟଲେଟ୍‌ର ଶୁଭାରମ୍ଭ କରିବା ଆମର ଉପଭୋକ୍ତାଙ୍କ ସହ ନୂତନ ଆରମ୍ଭକୁ ପାଳନ ଳନ କରିବା ପାଇଁ ଏକ ଉପଯୁକ୍ତ ସୁଯୋଗ ଅଟେ । ଏହି ସମ୍ପ୍ରସାରଣ ଆମର ‘ହର ଘର୍ କି ସ୍‌ନା’ ଲକ୍ଷ୍ୟ ସହ ଜଡିତ ରହିଛି, ଯେଉଁଠାରେ ଆମେ ପ୍ରତ୍ୟେକ ମହିଳାଙ୍କ ହୀରା ଅଳଙ୍କାର କ୍ରୟ କରିବାର ସ୍ୱପ୍ନକୁ ପୂରଣ କରି ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଜୁଏଲାରୀ ବ୍ରାଣ୍ଡରେ ପରିଣତ ହେବାକୁ ଲକ୍ଷ୍ୟ ରଖୁଛୁ ।

” ସେହିପରି ପରି କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀର ନିର୍ଦ୍ଦେଶକ ପରାଗ ଶାହ କହିଛନ୍ତି, “ଭୁବନେଶ୍ଵରରେ ଆ ଆମର ଏକ୍ସକୁ ସିଭ ଶୋ’ ରୁମ୍‌ର ଶୁଭାରମ୍ଭ ଭାରତବ୍ୟାପୀ କିସ୍‌ନାକୁ ଏକ ଘରୋଇ ଘରୋଇ ନାମରେ ପରିଣତ କରିବା ନେଇ ଆମର ଯାତ୍ରାରେ ଏକ ଗୁରୁତ୍ଵପୂର୍ଣ ସଫଳତାକୁ ଚିହ୍ନିତ କରୁଛି । ପ୍ରତ୍ୟେକ କ ନୂଆ ଶୋ’ ରୁମ ସହିତ ଆମେ ଚମତ୍କାର କାରିଗରୀ, ଗୁଣବତା ଓ ସୁଲଭତାର ପ୍ରତିଶ୍ରୁତି ଆଣିଛୁ । ” କି ସ୍‌ନ ସ୍‌ନାର ଫ୍ରାଚାଇଜି ପାର୍ଟନର ଅମ୍ରିତ କୁମାର ଅଗ୍ରୱାଲ କହିଛନ୍ତି, “ଆ “ ଆମେ ନିଶ୍ଚିତ ଯେ, ଏହି ଷ୍ଟୋର୍ ଓଡିଶାରେ ବିଶେଷ କରି ପାର୍ବଣ ଣ ଋତୁ ସମୟରେ ଅଳଙ୍କାର ପ୍ରେମୀଙ୍କ ପାଇଁ ଏକ ପସନ୍ଦର ଗନ୍ତବ୍ଯସ୍ଥଳୀରେ ପରିଣତ “।

ଏହି ଅବସର କିସନାର ଫ୍ରାଚାଇଜି ପାର୍ଟନର ସଞ୍ଜୀବ ହଂସ ଏବଂ ଶ୍ରୀମତୀ ମେହେନ୍ଦି ଅଗ୍ରୱାଲ ମଧ୍ୟ ଉପସ୍ଥିତ ଉପ ଥିଲେ ଲ । କିନା ପକ୍ଷରୁ ରୁ ଏହି ଶୁଭାରମ୍ଭ ଇଭେଟ୍‌ର ଅଂଶ ଭାବେ ଏକ ବୃକ୍ଷରୋପଣ ଅଭିଯାନ ପରିଚାଳନା କରାଯାଇଥିଲା । ଏହାବ୍ୟତୀତ କିସ୍‌ନା ପକ୍ଷରୁ ବଂଚିତ ଲୋକମାନଙ୍କ ପାଇଁ ଖାଦ୍ୟ ବଂଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । “

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!