ଜାଣନ୍ତୁ କାହିଁକି ଗିରଫ ହେଲେ ଗିରଫ ହେଲେ କଳାକାର

ଘୁଷୁରୀକୁ ଜୀଅନ୍ତ ଖାଇବା ଘଟଣାରେ ଆକ୍ସନ୍। ଗଞ୍ଜାମ ହିଞ୍ଜିଳି ଥାନା ରାଳବ ଗାଁରେ ଷ୍ଟେଜ୍ ଉପରେ ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ବନ୍ଧା ହେଲେ କଳାକାର। ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ୍ ।

ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ରାଳବ ଗ୍ରାମରେ ଗତ ୨୬ ତାରିଖରେ ରାମାୟଣ ନାଟକ ପରିବେଷଣ କରାଯାଇଥିଲା। ଏଥିରେ ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ଝୁଣି ଝୁଣି କଳାକାର ଖାଇଥିବା ଦେଖାଦେଇଥିଲା। ଏଘି ଘଟଣାରେ ହିଂଜିଳି ପୋଲିସ ପୁରୁଷୋତ୍ତମପୁର ଅଞ୍ଚଳର ବିମ୍ବାଧର ଗୌଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

Post Views26 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!