ପଶ୍ଚିମବଙ୍ଗରୁ ଆବଶ୍ୟକ ମୁତାବକ ଆଳୁ ଆସୁନଥିବାରୁ ୟୁପିରୁ ଆଳୁ ଅଣାଯାଉଛି । ଉତ୍ତରପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିବ ବୋଲି ପୂର୍ବରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଥିଲେ ।

ସେପଟେ କିଛି ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକିବାକୁ ନେଇ ଆକ୍ସନ ମୋଡ୍‌କୁ ଆସିଛି ଯୋଗାଣ ବିଭାଗ । କଟକ ସମତେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ରେଡ୍ କରାଯାଇଛି । କଟକ ଛତ୍ର ବଜାର ଓ ଭୁବନେଶ୍ୱରର ୪ ନମ୍ବର ମାର୍କେଟରେ ଚଢ଼ା ଦରରେ ଆଳୁ ବିକ୍ରି ଅଭିଯୋଗରେ ରେଡ୍‌ କରାଯାଇଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!