ବାପାଙ୍କୁ କାନ୍ଧ ଦେଲେ ପୁଅ ବାବୁଶାନ୍

ଅଫେରା ରାଇଜରେ ଓଲିଉଡର ମହାନାୟକ । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି । ସେହି ସମୟରେ ବାବୁ ସାନ ପାର୍ଥିବ ଶରୀରକୁ କାନ୍ଧ ଦେଇଛନ୍ତି , ତାଙ୍କୁ ସମଗ୍ର ଓଡିଶା ଝୁରୁଛି ।ଯେଉଁ ଓଡିଶାବାସୀଙ୍କୁ ସେ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଥିଲେ ସେହି ମହାନାୟକ କଳାକାର ଆଜି ଅଫେରା ରାଇଜରେ , ତାଙ୍କୁ ସମଗ୍ର ଗାଁ ମଧ୍ୟ ଝୁରୁଛି ଏଥିସହ ତାଙ୍କ ସହପାଠୀଙ୍କ ଆଖିରେ ଆଖିଏ ଲୁହ ସଭିଙ୍କ ମୁହଁରେ ସେହି ଗୋଟିଏ କଥା କଣ ସତରେ ଏତେ ଶିଘ୍ର ଯିବାର ଥିଲା ? ଯେଉଁ ରାଇଜକୁ ସେ ଫେରିଗଲେ ସେଠି ଆଉ ଫେରିବାର ବାଟ ନାହିଁ ,

ତାଙ୍କୁ ମନେପକାଇ ପୁରା ଓଲିଉଡ ଇଣ୍ତଷ୍ଟ୍ରି ଶୋକାକୁଳ ହୋଇପଡିଛି , ତାଙ୍କରି ହାତରେ ସେ ଗଢିଥିଲେ ଅନେକ କଳାକାର ଙ୍କୁ ଆଉଫ ସେ କଳାକାର ଠୁ ଆରମ୍ଭ କରି ସହପାଠୀ ସମସ୍ତଙ୍କ ଆଖିରେ ଲୁହ , ଯେଉଁ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ସେହି ଭାବରେ ସେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଗଲେ , ଆଜି ଗାଁରେ ସମସ୍ତେ ଝୁରୁଛନ୍ତି କୁନିଆଙ୍କୁ ,

Post Views32 Total Count

Apply Now


This will close in 0 seconds

error: Content is protected !!