Highlightsରାଜ୍ୟ ରାସନ୍ କାର୍ଡରୁ ବାଦ୍ ପଡ଼ିପାରନ୍ତି ! adminJune 5, 2025 ଆପଣ ବି ବାଦ୍ ପଡିପାରନ୍ତି। ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ବାଦ୍ ପଡ଼ିପାରନ୍ତି ୨୦ ଲକ୍ଷ ହିତାଧିକାରୀ । ଜୁନରେ ସରିବ ଇ-କେୱାଇସି ପ୍ରକ୍ରିୟା । ୨୫ ପ୍ରତିଶତ ହିତାଧିକାରୀ ଇ-କେୱାଇସି କରିଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ୯୫ ପ୍ରତିଶତ ହିତାଧିକାରୀ ଇ- କେୱାଇସି କରିଛନ୍ତି । ଜୁନରେ ପ୍ରକ୍ରିୟା ସରିଲେ ଯେଉଁମାନେ କରିନାହାନ୍ତି ସେମାନଙ୍କୁ ବାଦ୍ ଦିଆଯିବ । ୬ ଲକ୍ଷ ରାସନ କାର୍ଡ ଏବେ ଦିଆଚାଲିଛି ଆଉ ୧୫ ଲକ୍ଷ କାର୍ଡ ପାଇଁ ମଞ୍ଜୁରି ସରିଛି। 37 Total Count
ସ୍ବାଭାବିକ ହୋଇନି ୧୦୮ ଆମ୍ବୁଲାନ୍ସ ସେବା ସ୍ବାଭାବିକ ହୋଇନାହିଁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ । ଆଜି ବି ଜାରି ରହିବ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ। ପ୍ରଭାବିତ… December 12, 2024
ବିପଦରେ ମୋଦୀଙ୍କ ଜୀବନ, ଆତଙ୍କି ଦେଲେ ଧମକ ଓଡ଼ିଶାରେ ଆୟୋଜିତ ହେଉଛି ଡ଼ିଜି-ଆଇଜି ସମ୍ମିଳନୀ । ଆଉ ଏହାରି ଭିତରେ ଖଲିସ୍ଥାନୀ ଆତଙ୍କୀ ପନ୍ନୁର ଏକ ଅଡିଓ ସାମ୍ନାକୁ… November 30, 2024
ଦଳ କରିଦେଲା ଏକ ଘରକିଆ ,ଜାଣନ୍ତୁ ଏଭଳି କାହିଁକି କହିଲେ ଜୟନାରାୟଣ ଜୟନାରାୟଣଙ୍କର ସାଂଘାତିକ ବୟାନ । ଦଳରୁ ତଡ଼ି ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି କରିଛି ଜୟନାରାୟଣଙ୍କୁ ଏକ… December 1, 2024