ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନିତ କଲେ ରାଷ୍ଟ୍ରପତି । ହାଇ-ପ୍ରୋଫାଇଲ ଆପରାଧିକ ମାମଲା ପରିଚାଳନା ପାଇଁ ଜଣାଶୁଣା ସରକାରୀ ଓକିଲ ଉଜ୍ଜ୍ୱଲ ଦେଓରାଓ ନିକମ, କେରଳର ଜଣେ ବରିଷ୍ଠ ସାମାଜିକ କର୍ମୀ ଏବଂ ଶିକ୍ଷାବିତ୍ ସି. ସଦାନନ୍ଦନ ମାଷ୍ଟେ, ଭାରତର ପୂର୍ବତନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା, ଖ୍ୟାତନାମା ମୀନାକ୍ଷୀ ଜୈନଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
Related Posts
ପ୍ରତ୍ୟାଶା ରାୟଙ୍କୁ ମିଳିଲା ୨୦୨୪ ମସିହାର ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର
ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିଲା ୨୦୨୪ ମସିହାର ସମ୍ମାନ ଜନକ ‘ଏକଲବ୍ୟ ପୁରସ୍କାର’। ପ୍ରତ୍ୟାଶା ଜୁନିଅର ଓ…
ଦଧୂଚି ଫାର୍ମାସୀ କଲେଜ ଦ୍ୱାରା ଆୟୋଜିତ ଯୁବ ଫାର୍ମାସୀ ମହୋତ୍ସବ – ୨୦୨୪
ସାମ୍ପ୍ରତିକ ସମାଜରେ ଫାର୍ମାସୀ ମାନଙ୍କ ଭୂମିକା ଅନିର୍ବାର୍ଯ୍ୟ ହୋଇପଡିଛି । ସେମାନଙ୍କ ତ୍ୟାଗ ଅତୁଳନୀୟ । ଯୁବ ଫାର୍ମାସିଷ୍ଟ ମାନେ…
ଏଣିକି ଅନ୍ଲାଇନ୍ରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା
ଏଣିକି ଅନ୍ଲାଇନ୍ରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା। ଓଡ଼ିଶା ଯାତ୍ରୀ ଆପ୍ରେ ଯୋଡ଼ିହେବ ଆମ୍ବୁଲାନ୍ସ ସେବା । ଅନଲାଇନ୍ରେ ବୁକ୍…

