ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନିତ କଲେ ରାଷ୍ଟ୍ରପତି

ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନିତ କଲେ ରାଷ୍ଟ୍ରପତି । ହାଇ-ପ୍ରୋଫାଇଲ ଆପରାଧିକ ମାମଲା ପରିଚାଳନା ପାଇଁ ଜଣାଶୁଣା ସରକାରୀ ଓକିଲ ଉଜ୍ଜ୍ୱଲ ଦେଓରାଓ ନିକମ, କେରଳର ଜଣେ ବରିଷ୍ଠ ସାମାଜିକ କର୍ମୀ ଏବଂ ଶିକ୍ଷାବିତ୍‌ ସି. ସଦାନନ୍ଦନ ମାଷ୍ଟେ, ଭାରତର ପୂର୍ବତନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା, ଖ୍ୟାତନାମା ମୀନାକ୍ଷୀ ଜୈନଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Post Views14 Total Count

Apply Now


This will close in 0 seconds

error: Content is protected !!