ଜାତୀୟ ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ କାର୍ରେ ବଡ଼ ବିସ୍ଫୋରଣ adminNovember 10, 2025 ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ଏକ କାର୍ରେ ଜୋରଦାର ବିସ୍ଫୋରଣ ହୋଇଛି। ଏହାଦ୍ୱାରା ସଂପୃକ୍ତ ଅଞ୍ଚଳରେ ଭୟର ଆତଙ୍କ ଖେଳି ଯାଇଛି। କୁହାଯାଉଛି ଯେ, ଲାଲ୍ କିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ୱର-୧ ନିକଟରେ ଏକ କାର୍ରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ୩ରୁ ୪ ଟି ଗାଡ଼ିରେ ମଧ୍ୟ ନିଆଁ ଲାଗି ଯାଇଛି। ଦିଲ୍ଲୀ ଅଗ୍ନିଶନ ବାହିନୀ ଅନୁସାରେ ବିସ୍ଫୋରଣରେ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଧମାକାର ଦୃଶ୍ୟ ଖୁବ୍ ଭୟାନକ ହୋଇଛି। 26 Total Count
ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ ମନ୍ଦସୌର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ହଟ୍ ଏୟାର ବେଲୁନରେ ନିଆଁ ଲାଗିଯାଇଥିଲା। ଏହାପରେ ସୁରକ୍ଷାକର୍ମୀମାନେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ… September 13, 2025
ଏଣିକି ଦେଖିହେବ ସୀମିତ ଟ୍ୱିଟର ମେସେଜ୍ ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟର ଅଚଳ ହୋଇଯାଇଥିଲା । ଅନେକ ବ୍ୟବହାରକାରୀ ଟ୍ୱିଟର କାମ କରୁନଥିବା ଅଭିଯୋଗ କରିଛନ୍ତି ।… April 1, 2024
ଓସ୍କାରକୁ ନେଇ କଙ୍ଗନା ରାଣାୱତଙ୍କ ବିବାଦୀୟ ଟିପ୍ପଣୀ ଓସ୍କାରକୁ ମୂର୍ଖଙ୍କ ଆୱାର୍ଡ କହିବା ସହ ଆମେରିକା ଉପରେ ବର୍ଷିଛନ୍ତି ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ… March 18, 2025