ଜାତୀୟ ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ କାର୍ରେ ବଡ଼ ବିସ୍ଫୋରଣ adminNovember 10, 2025 ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ଏକ କାର୍ରେ ଜୋରଦାର ବିସ୍ଫୋରଣ ହୋଇଛି। ଏହାଦ୍ୱାରା ସଂପୃକ୍ତ ଅଞ୍ଚଳରେ ଭୟର ଆତଙ୍କ ଖେଳି ଯାଇଛି। କୁହାଯାଉଛି ଯେ, ଲାଲ୍ କିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ୱର-୧ ନିକଟରେ ଏକ କାର୍ରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ୩ରୁ ୪ ଟି ଗାଡ଼ିରେ ମଧ୍ୟ ନିଆଁ ଲାଗି ଯାଇଛି। ଦିଲ୍ଲୀ ଅଗ୍ନିଶନ ବାହିନୀ ଅନୁସାରେ ବିସ୍ଫୋରଣରେ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଧମାକାର ଦୃଶ୍ୟ ଖୁବ୍ ଭୟାନକ ହୋଇଛି। 42 Total Count
୬୩ ଇସ୍କନ ସାଧୁ ଅଟକ ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ସୀମା ଟପିଛି। ଉପଯୁକ୍ତ କାଗଜପତ୍ର ଥାଇ ବି ସେମାନଙ୍କୁ ଦେଶ ଛାଡ଼ି ବାହାରକୁ ଯିବାକୁ… December 2, 2024
ନେପାଳରେ ପ୍ରକୃତିର ତାଣ୍ଡବ ଭୟଙ୍କର ବନ୍ୟାରେ ୧୦୫ ଭାରତୀୟ ପର୍ଯ୍ୟଟକ ନିଖୋଜ । ଏମାନଙ୍କ ମଧ୍ୟରେ ୩୧ ଜଣ ତୀର୍ଥଯାତ୍ରୀ ରହିଥିଲେ, ଯେଉଁମାନେ ମାନସରୋବର… August 26, 2026
୬୩ ବର୍ଷ ବୟସରେ ମ୍ୟାଟ୍ରିକ୍ ପାସ୍! ସରପଞ୍ଚ ହେବା ସ୍ୱପ୍ନ ପାଇଁ ଖାତା-କଲମ ଧରିଲେ ହରିୟାଣାର ସୁଶୀଳା ଦେବୀ ନୂଆଦିଲ୍ଲୀ / ହରିୟାଣା:”ପଢ଼ିବାର କୌଣସି ବୟସ ନଥାଏ, କେବଳ ଇଚ୍ଛାଶକ୍ତି ଥିଲେ ପ୍ରତ୍ୟେକ ସ୍ୱପ୍ନ ସଚ୍ଚା ହୋଇପାରେ”— ଏହାକୁ ପୁଣିଥରେ… July 21, 2026