ହଙ୍ଗରଷ୍ଟ୍ରାଇକ୍ କରିବେ ରେସ୍ଲର

 

ଏବେ ଗଙ୍ଗା ନଦୀରେ ମେଡାଲ ଭସାଇବେ ରେସଲର । ଜନ୍ତରମନ୍ତରରେ ୧୪୪ ଧାରା ଲାଗୁ ପରେ ଇଣ୍ଡିଆ ଗେଟ ଆଗରେ ଅନଶନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ରେସଲର । ରେସଲର ସଂଘ ସଭାପତି ବ୍ରିଜଭୂଷଣ ସରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଦିଲ୍ଲୀ ପୋଲିସର ଜୁଲମ ପରେ ଅନଶନରେ ବସିବେ । ଦେଶ ପାଇଁ ମେଡାଲ ଜିତିବାକୁ ଅନେକ ପରିଶ୍ରମ କରିଛୁ । ସେହି ମେଡାଲକୁ ପବିତ୍ର ଗଙ୍ଗାନଦୀରେ ଭସାଇବାକୁ ନିଷ୍ପତ୍ତି ନେଇଛୁ ବୋଲି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!