ବ୍ରେକଅପ ପାଇଁ ମର୍ଡର..ଜୀବନରୁ ମାରିଦେଲା ପ୍ରେମିକ

ବ୍ରେକଅପ ପାଇଁ ମର୍ଡର। ଦିଲ୍ଲୀ ରୋହିଣୀ ଶାହାବାଦ ଅଞ୍ଚଳରେ ଅଭାବନୀୟ ଘଟଣା । ସିସିଟିଭି ଫୁଟେଜରେ ପୂରା ଘଟଣାର ଦୃଶ୍ୟ କଏଦ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ମଧ୍ୟ ନାବାଳିକାଙ୍କୁ ବଞ୍ଚାଇ ପାରିନଥିଲେ । ରାକ୍ଷସ ବୟଫ୍ରେଣ୍ଡକୁ ୟୁପି ବୁଲନ୍ଦ ସହରରୁ ଗିରଫ କରିଛି ପୋଲିସ । ସମ୍ପର୍କ ତୁଟାଇବାରୁ ହତ୍ୟା କରିଛି ବୋଲି ପୋଲିସ ଆଗରେ କହିଛି ଅଭିଯୁକ୍ତ ସାହିଲ । ପୂର୍ବତନ ପ୍ରେମିକ ସହ ପୁଣି ଥରେ ସମ୍ପର୍କ ବଢ଼ିବା ଯୋଗୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ସାକ୍ଷୀଙ୍କୁ ହତ୍ୟା କରିବାକୁ ପୂର୍ବରୁ ଧମକ ମଧ୍ୟ ଦେଇଥିଲା ସାହିଲ ।

Post Views75 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!