ପ୍ଲେବ୍ୟାକ୍ କିମ୍ବଦନ୍ତୀ ସିଙ୍ଗର ଆଶା ଭୋସଲେଙ୍କ ପରଲୋକ

ପ୍ଲେବ୍ୟାକ୍ କିମ୍ବଦନ୍ତୀ ସିଙ୍ଗର ଆଶା ଭୋସଲେଙ୍କ ପରଲୋକ। ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସେ ହସ୍ପିଟାଲର ଇମର୍ଜେନ୍ସି ମେଡିକାଲ୍ ସର୍ଭିସେସ୍ ବା ଇଏମ୍‌ଏସ୍ ବିଭାଗରେ ଚିକିତ୍ସାଧୀନ ଥିଲେ । ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ପ୍ରକାଶ ପାଇନାହିଁ ।

ପ୍ଲେବ୍ୟାକ୍ ଗାୟିକା ଆଶା ଭୋଁସଲେ ଭାରତୀୟ ସଙ୍ଗୀତ ଜଗତର ଶ୍ରେଷ୍ଠ ଏବଂ ଅତ୍ୟନ୍ତ ବହୁମୁଖୀ କଳାକାରଙ୍କ ମଧ୍ୟରୁ ଜଣେ । ୭୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ସହିତ ସେ ବିଭିନ୍ନ ଭାଷା ଏବଂ ଧାରାରେ ଅସଂଖ୍ୟ ଗୀତ ଗାଇଛନ୍ତି । ତାଙ୍କର ସ୍ୱତନ୍ତ୍ର କଣ୍ଠସ୍ୱର ଏବଂ ଗାଇବାର ଅନନ୍ୟ ଶୈଳୀ ପାଇଁ ପରିଚିତ। ସେ ପଦ୍ମ ବିଭୂଷଣ ଭଳି ଅନେକ ସମ୍ମାନ ଲାଭ କରିଥିଲେ ।

Post Views68 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!